Content-Length: 105104 | pFad | http://or.wikipedia.org/wiki/%E0%AC%A7%E0%AC%A8%E0%AD%81_(%E0%AC%AE%E0%AC%BE%E0%AC%B8)

ଧନୁ (ମାସ) - ଉଇକିପିଡ଼ିଆ Jump to content

ଧନୁ (ମାସ)

ଉଇକିପିଡ଼ିଆ‌ରୁ

ସୌର ବର୍ଷର ଅଷ୍ଟମ ମାସ ହେଉଛି ଧନୁ ମାସ । ଏହା ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।

ଜ୍ୟୋତିଷୀୟ ପୃଷ୍ଠଭୂମି

[ସମ୍ପାଦନା]

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ତୁଳା ରାଶିରେ ଅବସ୍ଥାନ କରେ ସେହି ସମୟ ତୁଳା ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ଡିସେମ୍ବରର ମଧ୍ୟ ଭାଗରୁ ଆରମ୍ଭ ହୋଇ ଜାନୁଆରୀ ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ମାର୍ଗଶୀରପୌଷ ସହ ଏହା ସମ୍ବନ୍ଧିତ ।[] ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[] ମୂଖ୍ୟତଃ ଭାରତୀୟ ହେମନ୍ତ ଋତୁରେ ପଡୁଥିବା ଏହି ସୌର ମାସରେ କୁମାର ପୂର୍ଣ୍ଣିମା ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।[]>

  • ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ନବମ ସୌର ମାସ (ପୌଷ) ୧୫ ଡିସେମ୍ବର - ୧୩ ଜାନୁଆରୀ ।[]

ଅଧିକ ତଥ୍ୟ

[ସମ୍ପାଦନା]
  1. "Indian Clendars" (PDF). Retrieved 24 September 2015.
  2. "Hindu Calendar". Retrieved 24 September 2015.
  3. "Months named after rasis". Retrieved 24 September 2015.
  4. "Important Festivals". Retrieved 13 June 2017.
  5. "Uniform All India Nirayana Solar Calendar" (PDF). Retrieved 30 May 2017.








ApplySandwichStrip

pFad - (p)hone/(F)rame/(a)nonymizer/(d)eclutterfier!      Saves Data!


--- a PPN by Garber Painting Akron. With Image Size Reduction included!

Fetched URL: http://or.wikipedia.org/wiki/%E0%AC%A7%E0%AC%A8%E0%AD%81_(%E0%AC%AE%E0%AC%BE%E0%AC%B8)

Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy